ରକ୍ତରଞ୍ଜିତ ହେଲା ରେଳଧାରଣା : ୩୧ଟି ମଇଁଷି ଉପରେ ମାଡିଗଲା ଟ୍ରେନ୍‌

ରାୟଗଡା: ରେଳ ଧାରଣା ଦେଇ ଯାଉଥିବା ମଇଁଷି ପଲ ଉପରେ ମାଡିଗଲା ଏକ୍ସପ୍ରେସ୍ ଟ୍ରେନ। ଚାଲିଗଲା ନିରୀହ ୩୧ଟି ମଇଁଷିର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ନିକଟସ୍ଥ ପୀତାମହଲ ରେଳ ଧାରଣାରେ। ଘଟଣାସ୍ଥଳରେ ରେଳବାଇ ଇଂଜିନିୟରିଂ ଟିମ ଓ ଗ୍ୟାଙ୍ଗମ୍ୟାନ ଟିମ୍ ପହଞ୍ଚି ମୃତ ମଇଁଷିଗୁଡିକୁ ଟ୍ରାକ କଡକୁ କାଢି ଥିବା ବେଳେ ଇଂଜିନିୟରିଂ ଟିମ ପକ୍ଷରୁ ଟ୍ରାକ୍ ମରାମତି କରାଯାଇଥିଲା। ବର୍ତ୍ତମାନ ଉକ୍ତ … Continue reading ରକ୍ତରଞ୍ଜିତ ହେଲା ରେଳଧାରଣା : ୩୧ଟି ମଇଁଷି ଉପରେ ମାଡିଗଲା ଟ୍ରେନ୍‌